ଫକ୍କିକା Phakkikā
- ସଂ. ବି. (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) — (ସିଦ୍ଧାନ୍ତ କୌମୁଦୀ ଓ ଭାଷ୍ୟ ଆଦି ଋଷିପ୍ରଣୀତ ଗ୍ରନ୍ଥରେ ବ୍ୟବହୃତ) ଫାଙ୍କି; କୂଟତର୍କ; କୂଟପ୍ରଶ୍ନ — Hair-splitting argument; sophistry; sophism (on topics of Grammar by Pāṇṇini)
- ସଂ. ବି. (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) — ତତ୍ତ୍ୱ ନିର୍ଦ୍ଧାରଣାର୍ଥ ପୂର୍ବପକ୍ଷ — A thesis to be maintained in argument
- ସଂ. ବି. (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) — ଚାତୁରୀ — Trick
- ସଂ. ବି. (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) — ମାୟା — Illusion
- ସଂ. ବି. (ଫକ୍କ୍ ଧାତୁ+କର୍ତ୍ତୃ. ଇକ+ସ୍ତ୍ରୀ. ଆ) — ପ୍ରତାରଣା — Fraud; cheating