ଫକ୍ନା Phak-na

  • ପ୍ରାଦେ. (ବାଲେଶ୍ୱର) ବି — ବଡ଼ମାଛର ପେଟ ଭିତରେ ଥିବା ବାୟୁପୂର୍ଣ୍ଣ ଧଳା ରଙ୍ଗର ଦୁଇ ଅଂଶବିଶିଷ୍ଟ ଥଳି; ମାଛଫଟକା — The air-bladder of a fish
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହାକୁ ପିଲାମାନେ ଟିପି ଫୁଟାଇବାକୁ ସୁଖ ପାଆନ୍ତି ଏବଂ ଏହା ଫୁଟିଲାବେଳେ ଠୋ ଶବ୍ଦ କରେ।]