ଫକ୍କଡ଼ Phakkaṟḍ̠a

  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ଶଠ; ଧୂର୍ତ୍ତ; ଧଡ଼ୀବାଜ୍ — Fraudulent
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ପ୍ରବଞ୍ଚକ — Deceptive; cheating
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ପ୍ରଗଳ୍ଭ; ବାଚାଳ — Bragging; wagging
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ନିର୍ଦ୍ଧନ; ଗରିବ; କଙ୍ଗାଳ — Poor; destitute
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ଅପବ୍ୟୟୀ — Squandering; spendthrift
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ଅନ୍ତଃସାରଶୂନ୍ୟ — Unsubstantial
  • ବୈଦେ. ବିଣ. (ଆ. ଫକ୍କର୍=ଶଠ; ଧୂର୍ତ୍ତ) — ତୁଚ୍ଛ; ହେୟ — Mean; despicable