ଫକ୍କା Phakkā
- ବୈଦେ. ବିଣ. (ଆ. ଫକ୍; ତୁଳ. ସଂ. ପିଙ୍ଗ) — ପିଙ୍ଗଳ; ଫିକା; ପାଣ୍ଡୁର; ବିବର୍ଣ୍ଣ — Ashy; pale; light-coloured
- ବୈଦେ. ବିଣ. (ଆ. ଫକ୍; ତୁଳ. ସଂ. ପିଙ୍ଗ) — ବ୍ୟର୍ଥ — Vain
- ବୈଦେ. ବିଣ. (ଆ. ଫକ୍; ତୁଳ. ସଂ. ପିଙ୍ଗ) — ଶୂନ୍ୟ; ଫମ୍ପା — Empty
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି. — ଫିତା — Tape
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି. — (ଯଥା—ସୁନାର ହାତକଡ଼ି ଓ ଚମଡ଼ାର ଫକା)