ପୟସ୍ୱଳ Payaswaḻa

  • ସଂ. ବିଣ (ପୟସ୍+ବଳ) — ଜଳଯୁକ୍ତ — Watery
  • ସଂ. ବିଣ (ପୟସ୍+ବଳ) — ଦୁଗ୍ଧମୟ — Milky
  • ସଂ. ବି — ଛାଗ; ଛେଳି — Goat