ପୟସ୍ୟା Payasyā

  • ସଂ. ବି. (ପୟସ୍ୟ+ଆ) — ଆମିକ୍ଷା; ଛେନା — Cheese
  • ସଂ. ବି. (ପୟସ୍ୟ+ଆ) — ବସାଦହି — Curd (Apte)
  • ସଂ. ବି. (ପୟସ୍ୟ+ଆ) — କ୍ଷୀରକାଙ୍କୋଲା — A kind of herb
  • ସଂ. ବି. (ପୟସ୍ୟ+ଆ) — କଳବୀରା (କବିରାଜ ହରେକୃଷ୍ଣ. ଦ୍ରବ୍ୟଗୁଣ) — Name of a medicinal plant