ପୟସ୍ୟ Payasya

  • ସଂ. ବି — (ପୟସ୍=ଦୁଧ+ବିକାରାର୍ଥରେ. ଯ)— ଦୁଧରୁ ତିଆରି ଦହି, ଛେନାଆଦି ଦ୍ରବ୍ୟ — Curd, cheese etc made from milk
  • ସଂ. ବି — (ପୟସ୍+ପ୍ରିୟାର୍ଥରେ ଯ)—ବିରାଡ଼ି — Cat
  • ସଂ. ବିଣ — ଦୁଗ୍ଧରୁ ପ୍ରସ୍ତୁତ — Prepared from milk
  • ସଂ. ବିଣ — ଜଳୀୟ — Watery