ପୟସ୍ୱାନ୍ Payaswān

  • ସଂ. ବିଣ. ପୁଂ. (ପୟସ୍+ବତ୍; 1 ମା. 1 ବ) — ଜଳଯୁକ୍ତ — Watery
  • ସଂ. ବିଣ. ପୁଂ. (ପୟସ୍+ବତ୍; 1 ମା. 1 ବ) — ଦୁଗ୍ଧଯୁକ୍ତ; ଦୁଗ୍ଧମୟ — Milky
  • ସଂ. ବି — ମେଘ — Cloud