ପୟସ୍ୱିନୀ Payaswinī
- ସଂ. ବିଣ. ସ୍ତ୍ରୀ. (ପୟସ୍+ଅଛି ଅର୍ଥରେ ବିନ୍+ସ୍ତ୍ରୀ. ଈ) — ଦୁଧିଆଳୀ — Milch; giving plenty of milk
- ସଂ. ବି — ଦୁଧିଆଳୀ ଗାଈ; ଯେଉଁ ଗାଈ ପ୍ରଚୁର ଦୁଧ ଦିଏ — A cow giving a large quantity of milk
- ସଂ. ବି — ନଦୀ — River
- ସଂ. ବି — ରାତ୍ରି — Night
- ସଂ. ବି — ଛାଗୀ — A she-goat
- ସଂ. ବି — କ୍ଷୀରକାଙ୍କୋଲା — A medicinal herb