ପ୍ରୌଢ଼ା Pra̲u̲ṟḍ̠ẖā
- ସଂ. ବି. ସ୍ତ୍ରୀ — 30 ଠାରୁ 55 ବର୍ଷ ପର୍ଯ୍ୟନ୍ତ ବୟସ୍କା ସ୍ତ୍ରୀ — 30ଠାରୁ55ବର୍ଷ ପର୍ଯ୍ୟନ୍ତ ବୟସ୍କା ସ୍ତ୍ରୀ— . A woman between 30 and 55 years of age
- ସଂ. ବି. ସ୍ତ୍ରୀ — କାବ୍ୟ ବର୍ଣ୍ଣିତ ନାୟିକାଭେଦ — A class of heroines of romance; a woman of violent temper; shrew; a woman of ungovernable passions
- ସଂ. ବି. ସ୍ତ୍ରୀ — [ଦ୍ର—ଏ ନାୟିକା ଉଗ୍ରା ବା କୁସ୍ୱଭାବା ଏବଂ ସ୍ୱାମୀର ବଶୀଭୂତା ନୁହେଁ।
- ସଂ. ବି. ସ୍ତ୍ରୀ — ହିନ୍ଦୁଶାସ୍ତ୍ରାନୁସାରେ ପ୍ରୌଢ଼ା ନାୟିକା ଆଠ ଭାଗରେ ବିଭକ୍ତ; ଯଥା—ଖଣ୍ଡିତା, କଳହାନ୍ତରିତା, ଉତ୍କଣ୍ଠିତା, ବାସକସଜ୍ଜା, ଅଭିସାରିକା, ପ୍ରୋଷିତଭର୍ତ୍ତୃକା, ବିପ୍ରଲବ୍ଧା ଓ ସ୍ୱାଧୀନଭର୍ତ୍ତୃକା। ମାନାବସ୍ଥାରେ ଏମାନେ ତ୍ରିବିଧ, ଯଥା—ଧୀରା, ଅଧୀରା ଓ ଧୀରାଧୀରା।]
- ଦେ. ବି. ପୁଂ. — 30 ବର୍ଷଠାରୁ 45 ବର୍ଷ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତି — 30ବର୍ଷଠାରୁ45ବର୍ଷ ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତି— A man between 30 and 45 years of age
- ଦେ. ବି. ପୁଂ. — ଦୁର୍ଯ୍ୟୋଧନ ତପିଲା ହୋଇକରି ପ୍ରୌଢ଼ା ପ୍ରାୟେ ହେଲା ଯେଣୁ ହେଲି ମୁଁ ଅନ୍ଧ ବୁଢ଼ା— କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ।
- ବିଣ. ସ୍ତ୍ରୀ — ରଜସ୍ୱଳା; ଯେଉଁ ବାଳିକାର ରଜୋଦର୍ଶନ ହୋଇ ଅଛି — Matured girl