ପ୍ରୋହିତ Prohita

  • ଦେ. (ପଦ୍ୟ) (ସଂ. ପୁରୋହିତ) — ପୁରୋହିତ — Priest
  • ଦେ. (ପଦ୍ୟ) (ସଂ. ପୁରୋହିତ) — ଶୁଣି ସୁମିତ୍ରା ସୁତରାଇ ପ୍ରୋହିତ, ସମସ୍ତ କହିଣ ସମର୍ପିଲେ ସୂତ। ବିଶ୍ୱନାଥ. ବିଚିତ୍ରରାମାୟଣ।