ପ୍ରୌଢ଼ Pra̲u̲ṟḍ̠ẖa
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ସମ୍ପୂର୍ଣ୍ଣରୂପେ ବର୍ଦ୍ଧିତ — Full grown; grown up
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ପୂର୍ଣ୍ଣବୟସ୍କ — Adult; grown up
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — [ଦ୍ର—ଏହି ଅବସ୍ଥା 30 ଠାରୁ 55 ବର୍ଷ ପର୍ଯ୍ୟନ୍ତ ଅଟେ। ପୁରୁଷର ପ୍ରୌଢ଼ାବସ୍ଥା 30 ଠାରୁ 45 ବର୍ଷ ବୟସ ପର୍ଯ୍ୟନ୍ତ ଓ ସ୍ତ୍ରୀର ପ୍ରୌଢ଼ାବସ୍ଥା 30 ଠାରୁ 55 ବର୍ଷ ପର୍ଯ୍ୟନ୍ତ ଅଟେ।] — [ଦ୍ର—ଏହି ଅବସ୍ଥା30ଠାରୁ55ବର୍ଷ ପର୍ଯ୍ୟନ୍ତ ଅଟେ ପୁରୁଷର ପ୍ରୌଢ଼ାବସ୍ଥା30ଠାରୁ45ବର୍ଷ ବୟସ ପର୍ଯ୍ୟନ୍ତ ଓ ସ୍ତ୍ରୀର ପ୍ରୌଢ଼ାବସ୍ଥା30ଠାରୁ55ବର୍ଷ ପର୍ଯ୍ୟନ୍ତ ଅଟେ]
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ପ୍ରବୀଣ; ବୃଦ୍ଧ — Old; mature
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ଯଥେଷ୍ଟ — Sufficient; enough
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ବିଜ୍ଞ — Experienced
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ପରିପୁଷ୍ଟ — Developed; matured
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ବିବାହିତ — Married
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ସାହସୀ — Bold
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ନିପୁଣ; ଦକ୍ଷ — Expert; skilful; forward
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ଦମ୍ଭଯୁକ୍ତ — Confident
- ସଂ. ବିଣ. ପୁଂ. (ପ୍ର+ବହ୍ ଧାତୁ=ବହନ କରିବା+ କର୍ତ୍ତୃ. ତ) — ଦିମାକିଆ; ପ୍ରଗଳ୍ଭ; ଗର୍ବୀ; ଅହଙ୍କାରୀ — Arrogant; proud