ପ୍ରୌଢ଼ପାଦ Pra̲u̲ṟḍ̠ẖapāda

  • ସଂ. ବିଣ. ପୁଂ. — ଯେଉଁ ବ୍ୟକ୍ତି ଆସନୋପରି ପାଦତଳ ଦ୍ୱୟକୁ ରଖି ବସିଥାଏ; ଡେରି ହୋଇ ବସିଥିବା ଆସନାରୂଢ଼ ପାଦ — One who sits with his legs on the seat
  • ସଂ. ବିଣ. ପୁଂ. — ବସ୍ତ୍ରାଦିଦ୍ୱାରା ପୃଷ୍ଠ, ଜାନୁ ଓ ଜଙ୍ଘାଦ୍ୱୟକୁ ବାନ୍ଧି କରି ବସିଥିବା; ପର୍ଯ୍ୟଙ୍କ ବନ୍ଧରେ ଆସୀନ — Sitting with one's legs, things and back wound round with a cloth