ପ୍ଲାଟ୍ଫର୍ମ Plāṭpharm

  • ବୈଦେ. ବି. (ଇଂ.) — ମଞ୍ଚ; ବେଦୀ — Platform
  • ବୈଦେ. ବି. (ଇଂ.) — ଷ୍ଟେସନରେ ଅଟକି ଥିବା ରେଳଗାଡ଼ି ଭିତରକୁ ଯାତ୍ରୀମାନେ ଚଢ଼ିବାପାଇଁ ଷ୍ଟେସନ୍ମାନଙ୍କରେ ନିର୍ମିତ ଉଚ୍ଚ ବେଦୀ — Railway platform
  • ବୈଦେ. ବି. (ଇଂ.) — ରେଳଷ୍ଟେସନରେ ପ୍ଲାଟଫର୍ମ ଯେଉଁ ସୀମାନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ମିତ ହୋଇଥାଏ — An enclosed space in a railway station where there is the platform