ପ୍ରେରଣ Peraṇa

  • ସଂ. ବି—(ପ୍ର+ଈର୍ ଧାତୁ ଣିଚ୍ ପ୍ରେରି ଧାତୁ =ପଠାଇବା+ ଭାବ. ଅନ) — ପଠାଇବା — Sending; despatching
  • ସଂ. ବି—(ପ୍ର+ଈର୍ ଧାତୁ ଣିଚ୍ ପ୍ରେରି ଧାତୁ =ପଠାଇବା+ ଭାବ. ଅନ) — ନିୟୋଗ କରଣ; ନିୟୋଜନ — Engaging; directing
  • ସଂ. ବି—(ପ୍ର+ଈର୍ ଧାତୁ ଣିଚ୍ ପ୍ରେରି ଧାତୁ =ପଠାଇବା+ ଭାବ. ଅନ) — ଆଜ୍ଞା କରିବା — Ordering,
  • ସଂ. ବି—(ପ୍ର+ଈର୍ ଧାତୁ ଣିଚ୍ ପ୍ରେରି ଧାତୁ =ପଠାଇବା+ ଭାବ. ଅନ) — ପ୍ରୟୋଜକ — Causing
  • ପ୍ରାଦେ. (ଗଡ଼ଜାତ) ବି. — ଭେଟି — Presents