ପ୍ରେରୟିତା Prerayitā

  • ସଂ. ବିଣ. ପୁଂ.—(ପ୍ର+ଈର୍ ଧାତୁ. ଣିଚ୍ +ତୃ) ଯେ ପଠାଏ — Sending
  • ସଂ. ବିଣ. ପୁଂ.—(ପ୍ର+ଈର୍ ଧାତୁ. ଣିଚ୍ +ତୃ) ଯେ ପ୍ରବର୍ତ୍ତାଏ — Instigating
  • ସଂ. ବିଣ. ପୁଂ.—(ପ୍ର+ଈର୍ ଧାତୁ. ଣିଚ୍ +ତୃ) ଆଦେଶକର୍ତ୍ତା — Commanding
  • ସଂ. ବିଣ. ପୁଂ.—(ପ୍ର+ଈର୍ ଧାତୁ. ଣିଚ୍ +ତୃ) ନିଯୋଗକାରୀ — Employing