ପ୍ରେରଣାର୍ଥକ କ୍ରିୟା Preraṇārthaka kriyā

  • ସଂ. ବି.—(ବ୍ୟାକରଣ) — ଅନ୍ୟ ଦ୍ୱାରା କୌଣସି କ୍ରିୟା ସାଧନ କରାଇବା କ୍ରିୟା ଯେଉଁ ରୂପ ଦ୍ୱାରା ସୂଚିତ ହୁଏ; ଯଥା—ଲେଖାଇବା; ଦିଆଇବା — (grammar) Causative form of verbs