ପ୍ରେମାଶ୍ରୁ Premāṡru

  • ସଂ. ବି. (ମ. ପ. ଲୋ; ପ୍ରେମ+ଅଶ୍ରୁ) — ଆନନ୍ଦାଶ୍ରୁ; ପ୍ରେମର ଆଧିକ୍ୟରୁ ବୋହିବା ଲୋତକ — Tears of love