ପ୍ରେମିକ Premika

  • ସଂ. ବିଣ. ପୁଂ. (ପ୍ରେମ+ଇକ) — ଅନୁରକ୍ତ; ପ୍ରଣୟୀ — Loving; attached to
  • ସଂ. ବିଣ. ପୁଂ. (ପ୍ରେମ+ଇକ) — ସ୍ନେହୀ — Affectionate
  • ସଂ. ବିଣ. ପୁଂ. (ପ୍ରେମ+ଇକ) — ଭକ୍ତିଶୀଳ — Devoted
  • ସଂ. ବିଣ. ପୁଂ. (ପ୍ରେମ+ଇକ) — (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ଯଥା— ବିଦ୍ୟାପ୍ରେମିକ; ପଣ୍ଡିତପ୍ରେମିକ)—ଯେ ଅମୁକ ବିଷୟ ବା ବ୍ୟକ୍ତିକୁ ଖୁବ ସ୍ନେହ କରେ; ଅନୁରାଗୀ — 3. Having fondness or love for
  • ସଂ. ବିଣ. ପୁଂ. (ପ୍ରେମ+ଇକ) — ସଂ. ବି. ପୁଂ.
  • ସଂ. ବିଣ. ପୁଂ. (ପ୍ରେମ+ଇକ) — ପ୍ରଣୟୀ ପୁରୁଷ — A male lover
  • ସଂ. ବିଣ. ପୁଂ. (ପ୍ରେମ+ଇକ) — ପ୍ରଣୟୀ ପୁରୁଷ — A male lover
  • ସଂ. ବି. ପୁଂ. — ପ୍ରଣୟୀ ପୁରୁଷ — A male lover