ପ୍ରିୟତା Priyatā

  • ସଂ. ବି. [ପ୍ରିୟ+ଭାବାର୍ଥରେ ତା (ତ୍ୱ)] — ପ୍ରୀତି; ପ୍ରେମ; ସ୍ନେହ — Love; affection; attachment
  • ସଂ. ବି. [ପ୍ରିୟ+ଭାବାର୍ଥରେ ତା (ତ୍ୱ)] — ପ୍ରିୟ ହେବାର ଭାବ — The state of being dear