ପ୍ରିୟପ୍ରେପ୍ସୁ Priyaprepsu

  • ସଂ. ବିଣ.—(ପ୍ରିୟ+ପ୍ର+ଇପ୍ସ୍ ଧାତୁ+କର୍ତ୍ତୃ. ଉ) — ନିଜର ଅଭିଳଷିତ ବସ୍ତୁ ପାଇବା ପାଇଁ ଇଚ୍ଛୁକ — Wishing to secure one's desired object (Apte)