ପ୍ରିୟନାଥ Priya nātha

  • ସଂ. ବି. (କର୍ମଧା; ପ୍ରିୟ+ନାଥ) — ପ୍ରିୟ ସ୍ୱାମୀ — One's beloved husband
  • ଦେ. ବି. ପୁଂ. — ପୁରୁଷଙ୍କୁ ଦିଆଯିବା ନାମ — A name given to males