ପ୍ରିୟଙ୍ଗୁ Priyaṅgu
- ସଂ. ବି. (ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) — ଔଷଧରେ ବ୍ୟବହୃତ ସୁଗନ୍ଧ ଲତାବିଶେଷ — A fragrant creeper; Agalia Roxburghiana
- ସଂ. ବି. (ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) — ପିପ୍ପଳୀ — Long pepper
- ସଂ. ବି. (ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) — ଧାନ୍ୟବିଶେଷ; କଙ୍ଗୁ ଧାନ୍ୟ — Panicum Italicum
- ସଂ. ବି. (ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) — ରାଇ; ରାଜିକା (ହି.ଶ.) — A large grained mustard
- ସଂ. ବି. (ପ୍ରିୟ+ଅଂଗ ଧାତୁ=ଗମନ କରିବା+କର୍ତ୍ତୃ. ଉ) — କୁଟକୀ; (ହି. ଶ) କଟୁକା — Black Hellebore