ପ୍ରିୟଙ୍କରଣ Priyaṅkaraṇa

  • ସଂ. ବି. (ପ୍ରିୟଂ+କୃ ଧାତୁ+ଭାବ. ଅନ) — ତୁଷ୍ଟିଜନକ କର୍ମ; ସଦୟ ବ୍ୟବହାର — Pleasing act; kind treatment; act of kindness or favour
  • ସଂ. ବିଣ. — କୃତଜ୍ଞ — Grateful
  • ସଂ. ବିଣ. — ଦୟା ସହକାରେ ବ୍ୟବହୃତ — Treated kindly