ପ୍ରାଦୋଷ Prādosha

  • ସଂ. ବିଣ. (ପ୍ରଦୋଷ+ସମ୍ବନ୍ଧେ. ଅ) — ପ୍ରଦୋଷ ବା ସନ୍ଧ୍ୟା ସମ୍ବନ୍ଧୀୟ; ସାୟଂକାଳୀନ
  • ସଂ. ବିଣ. (ପ୍ରଦୋଷ+ସମ୍ବନ୍ଧେ. ଅ) — (ପ୍ରାଦୋଷିକ—ଅନ୍ୟରୂପ)