ପ୍ରାଦେଶିକ Prādeṡika

  • ସଂ. ବିଣ. (ପ୍ରଦେଶ+ସମ୍ବନ୍ଧେ ଇକ) — ପ୍ରଦେଶ ସମ୍ବନ୍ଧୀୟ; ପ୍ରଦେଶଗତ — Provincial; parochial
  • ସଂ. ବିଣ. (ପ୍ରଦେଶ+ସମ୍ବନ୍ଧେ ଇକ) — ପ୍ରଦେଶ ଜାତ — Produced in the country
  • ସଂ. ବିଣ. (ପ୍ରଦେଶ+ସମ୍ବନ୍ଧେ ଇକ) — ଦେଶାଂଶ ପ୍ରଚଳିତ (ଭାଷା ବା ଶବ୍ଦ) — Dialectical (word or language)
  • ସଂ. ବିଣ. (ପ୍ରଦେଶ+ସମ୍ବନ୍ଧେ ଇକ) — [ଦ୍ର—ଏ ଭାଷାକୋଷରେ ପ୍ରାଦେଶିକ ଶବ୍ଦମାନଙ୍କୁ "ପ୍ରାଦେ" ସଙ୍କେତଦ୍ୱାରା ଚିହ୍ନିତ କରାଯାଇ ଅଛି ଓ ବନ୍ଧନୀ ମଧ୍ୟରେ ତତ୍ତତ ଅଞ୍ଚଳର ନାମ ଲେଖାଯାଇ ଅଛି।]
  • ସଂ. ବିଣ. (ପ୍ରଦେଶ+ସମ୍ବନ୍ଧେ ଇକ) — ମଫସଲୀ — Rural