ପ୍ରାଧ୍ୱ Prādhwa
- ସଂ. ବିଣ. (ପ୍ର+ଅଧ୍ୱନ୍) — ଦୂର — Remote; distant
- ସଂ. ବିଣ. (ପ୍ର+ଅଧ୍ୱନ୍) — ନମ୍ର — Bent
- ସଂ. ବିଣ. (ପ୍ର+ଅଧ୍ୱନ୍) — ବିନୀତ — Humbled
- ସଂ. ବି — ପ୍ରକୃଷ୍ଟ ପଥ; ଭଲବାଟ — Excellent road
- ସଂ. ବି — ରଥାଦି ଯାନ — Conveyance
- ସଂ. ବି — ଦୂର ପଥ; ଦୀର୍ଘ ପଥ — A long road
- ସଂ. ବି — ବିନୟ (ହି. ଶ) — Humility