ପ୍ରାଦୁଷ୍କରଣ Prādushkaraṇa

  • ସଂ. ବି. (ପ୍ରାଦୁଃ+କରଣ) — ଅପ୍ରକଟ ବସ୍ତୁର ପ୍ରକାଶ କରଣ; ପ୍ରକଟୀକରଣ — Manifestation; publication
  • ସଂ. ବି. (ପ୍ରାଦୁଃ+କରଣ) — ପ୍ରଦଶନ; ଦେଖାଇବା — Showing; exhibition