ପ୍ରାଧନିକ Prādhanika

  • ସଂ. ବିଣ. (ପ୍ରଧନ+ଇକ) — ଯୁଦ୍ଧପ୍ରିୟ — War—loving; martial
  • ସଂ. ବି — ଯୁଦ୍ଧର ଉପକରଣ (ହି. ଶ) — The sinews of war; materials for fighting