ପ୍ରାଙ୍ Prāṅ

  • ସଂ. ବି. (ପ୍ର+ଅନଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍) — ପ୍ରାଚୀ; ପୂର୍ବଦିଗ — The east
  • ସଂ. ବି. (ପ୍ର+ଅନଚ୍ ଧାତୁ=ଗମନ କରିବା+କର୍ତ୍ତୃ. କ୍ୱିପ୍) — ପୂର୍ବକାଳ — The past
  • ସଂ. ବିଣ — ପ୍ରାଚୀନ — Ancient
  • ସଂ. ବିଣ — ପୂର୍ବତନ — Former