ପ୍ରାଘାତ Prāghāta

  • ସଂ. ବି. (ପ୍ର+ଆଘାତ) — ଜୋର୍ରେ ଆଘାତ ବା ପ୍ରହାର (ହି. ଶ) — A powerful stroke; a heavy blow
  • ସଂ. ବି. (ପ୍ର+ଆଘାତ) — ଯୁଦ୍ଧ — War; battle (Apte)