ପ୍ରାଚଣ୍ଡ୍ୟ Prāchaṇḍya

  • ସଂ. ବି. (ପ୍ରଚଣ୍ଡ+ଭାବ. ଯ) — ପ୍ରଚଣ୍ଡତା; ଉଗ୍ରତା — Vehemence
  • ସଂ. ବି. (ପ୍ରଚଣ୍ଡ+ଭାବ. ଯ) — ଭୟଙ୍କରତା — Fierceness; ferocity