ପ୍ରାଙ୍ମୁଖ Prāṅ-mukha

  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରାକ୍=ପୂର୍ବ+ମୁଖ) — ପୂର୍ବ ଦିଗକୁ ମୁହଁ କରିଥିବା; ପୂର୍ବମୁଖ — Facing east
  • ସଂ. ବିଣ. ପୁଂ. (ବହୁବ୍ରୀହି; ପ୍ରାକ୍=ପୂର୍ବ+ମୁଖ) — ଉନ୍ମୁଖ — Inclined towards