ପ୍ରାଙ୍ଗନ Prāṅgana

  • ସଂ. ବି. (ପ୍ର+ଅଙ୍ଗ ଧାତୁ=ଗମନ କରିବା+ଅଧିକରଣ. ଅନ) — ଅଗଣା — Courtyard
  • ସଂ. ବି. (ପ୍ର+ଅଙ୍ଗ ଧାତୁ=ଗମନ କରିବା+ଅଧିକରଣ. ଅନ) — (+କରଣ. ଅନ) ବାଦ୍ୟବିଶେଷ; ପଣବ — A drum
  • ସଂ. ବି. (ପ୍ର+ଅଙ୍ଗ ଧାତୁ=ଗମନ କରିବା+ଅଧିକରଣ. ଅନ) — ଘରର ତଳ; ଗୃହ ଭୂମି; ଚଟାଣ — Floor of a house