ପ୍ରସିତ Prasita

  • ସଂ. ବି — ପୂଜ (ହି. ଶ) — Pus
  • ସଂ. ବିଣ — ବଦ୍ଧ — Bound; fastened (Apte)
  • ସଂ. ବିଣ — ଅନୁରକ୍ତ — Devoted to (Apte)
  • ସଂ. ବିଣ — ନିଯୁକ୍ତ — Engaged in (Apte)
  • ସଂ. ବିଣ — ଆସକ୍ତ — Intent on; longing for (Apte)
  • ସଂ. ବିଣ — ଅତି ନିର୍ମଳ — Very clear (Apte)