ପ୍ରସାରୀ Prasārī

  • ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ଇନ୍) — ମୃଦୁମନ୍ଦଗମନଶୀଳ — Proceeding slowly; gliding
  • ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ଇନ୍) — ପ୍ରସରଣଶୀଳ — Spreading; expanding
  • ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ଇନ୍) — ବ୍ୟାପ୍ତ — Spreading about
  • ସଂ. ବିଣ. (ପ୍ର+ସୃ ଧାତୁ+କର୍ତ୍ତୃ. ଇନ୍) — ପ୍ରକାଶିତ — Unfolded