ପ୍ରସିଦ୍ଧି ତ୍ୟାଗ Prasiddhi tyāga
- ସଂ. ବି. (ଅଳଙ୍କାର) — ଶବ୍ଦଦୋଷବିଶେଷ — A defect in composition
- ସଂ. ବି. (ଅଳଙ୍କାର) — [ଦ୍ର—ଯେଉଁଠାରେ ସାଧାରଣ ବ୍ୟବହୃତ ଶବ୍ଦ ବ୍ୟବହୃତ ନ ହୋଇ ଅସାଧାରଣ ଶବ୍ଦର ପ୍ରୟୋଗ କରାଯାଇଥାଏ ସେଠାରେ ଏହି ଦୋଷ ଘଟେ; ଯଥା
- ସଂ. ବି. (ଅଳଙ୍କାର) — ବୃଥା ହାଣୁ ଥିଲା ମୃଗୀ ଅଙ୍ଗେ ବାଣସିନା ସୁନ୍ଦରୀ ଚାହାଣୀ ଭଙ୍ଗୀରୁ ଥିଲେ ସେହୁ ଯେଣୁ ଆଗହୁଁ ମରି। ରାଧାନାଥ. ଉଷା।
- ସଂ. ବି. (ଅଳଙ୍କାର) — ଏଠାରେ 'ବାଣ ବିନ୍ଧିବା' ଅର୍ଥରେ 'ବାଣ ହାଣିବା' ପ୍ରୟୋଗ ପ୍ରସିଦ୍ଧି— ତ୍ୟାଗ ଦୋଷଯୁକ୍ତ।]