ପ୍ରସିତି Prasiti
- ସଂ. ବି — ରସି; ଦଉଡ଼ା (ହି. ଶ) — Rope
- ସଂ. ବି — ରଶ୍ମି (ହି. ଶ) — Rays; rein
- ସଂ. ବି — ଜ୍ୱାଳା (ହି. ଶ) — Flame
- ସଂ. ବି — ଜାଲ — Net (Apte)
- ସଂ. ବି — ବନ୍ଧନ — Tie; ligament; fetter (Apte)
- ସଂ. ବି — ଆକ୍ରମଣ; ଚଢ଼ାଉ — Attack; assault (Apte)
- ସଂ. ବି — ନିକ୍ଷେପ — Throw; shot (Apte)
- ସଂ. ବି — ପ୍ରସାର — Reach; extent (Apte)
- ସଂ. ବି — ଧାରା; କ୍ରମ — Series; succession (Apte)
- ସଂ. ବି — ଶକ୍ତି; ଅଧିକାର; କ୍ଷମତା — Power; authority; influence (Apte)