ପ୍ରସାରିବା Prasāribā

  • ଦେ. କ୍ରି. (ସଂ. ପ୍ରସାର) — ବିସ୍ତାର କରିବା — To spread
  • ଦେ. କ୍ରି. (ସଂ. ପ୍ରସାର) — ତଳେ ବସନ ପ୍ରସାରି, ତୃଣ ଦଶନାନ୍ତେ ଧରି। କବିସୂର୍ଯ୍ୟ. କିଶୋରୀଚମ୍ପୂ ତ ଗୀତ।
  • ଦେ. କ୍ରି. (ସଂ. ପ୍ରସାର) — (ଲକ୍ଷଣାର୍ଥ) କହିବା — (fig) To speak
  • ଦେ. କ୍ରି. (ସଂ. ପ୍ରସାର) — ବୋଧ ଅର୍ଥେ, ବିଭୀଷଣ ପ୍ରସାରେ ଭାରତୀ। ଭଞ୍ଜ. ବୈଦେହୀଶବିଳାସ ।
  • ଦେ. କ୍ରି. (ସଂ. ପ୍ରସାର) — ପଣ୍ୟଦ୍ରବ୍ୟାଦିକୁ ବିକ୍ରିପାଇଁ ମେଲାଇ ରଖିବା — To exhibit or expose commodities for sale