ପ୍ରଶାଖ Praṡākha

  • ସଂ. ବିଣ. (ପ୍ର+ଶାଖା) — ବହୁ ଶାଖାଯୁକ୍ତ — Having many branches
  • ସଂ. ବିଣ. (ପ୍ର+ଶାଖା) — ଝାମ୍ପୁଡ଼ା ଶାଖାବିଶିଷ୍ଟ — Having spreading branches
  • ସଂ. ବିଣ. (ପ୍ର+ଶାଖା) — ହାତ ଗୋଡ଼ ଯୁକ୍ତ ହେବା ଅବସ୍ଥା ଯୁକ୍ତ (ଭ୍ରୂଣ) — (the embryo) Being in the stage of the formation of the hands and feet (Apte)