ପ୍ରଶାନ୍ତବାଧ Praṡāntabādha

  • ସଂ. ବିଣ. (ବହୁବ୍ରୀହି; ପ୍ରଶାନ୍ତ+ବାଧା) — ଯାହାର ସମସ୍ତ ବାଧା ଦୂରୀକୃତ ହୋଇଅଛି — Having all obstacles removed (Apte)