ପ୍ରଶସ୍ତ Praṡasta

  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ପ୍ରଶଂସିତ — Praised; commended
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ମଙ୍ଗଳମୟ — Auspicious
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ନିପୁଣ; ଦକ୍ଷ — Skilful
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ପ୍ରସାରଯୁକ୍ତ; ବିସ୍ତୃତ; ଚଉଡ଼ା — Extensive; broad; wide; spacious
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ଶ୍ରେଷ୍ଠ; ଉତ୍ତମ — Good, excellent
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ଠିକ୍ — Right
  • ସଂ. ବିଣ—(ପ୍ର+ଶଂସ୍ ଧାତୁ=ସ୍ତୁତି କରିବା+କର୍ମ. ତ) — ପ୍ରଶଂସନୀୟ — Praiseworthy
  • ସଂ. ବି — (ନାମ) ରାକ୍ଷସବିଶେଷ — Name of a demon
  • ସଂ. ବି — ଯାହା ବାଣେ ବ୍ରହ୍ମାଣ୍ଡ ଦହି ହୁଏ ତାଙ୍କୁ ମାଇଲା ପ୍ରଶସ୍ତ ଛାର ହେ ଦଇବ—ବିଶ୍ୱନାଥ, ବିଚିତ୍ରରାମାୟଣ।