ପ୍ରଶସ୍ତି Praṡasti

  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ପ୍ରଶଂସା — Commendation, praise, eulogy
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ଶ୍ରେଷ୍ଠତା — Excellence, eminence
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ପଂକ୍ତି — Row, line
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ପତ୍ର ଦେଖିବା ସମୟରେ ପତ୍ରର ଆଦ୍ୟରେ ଲେଖାଯିବା ପ୍ରଶଂସାସୂଚକ ବାକ୍ୟ; ଶିରୋନାମା (ହି. ଶ) — The titles and words of praise used in the beginning of a letter
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ରାଜବଂଶର ଓ ରାଜାଙ୍କ କୀର୍ତ୍ତି ଆଦିର ବର୍ଣ୍ଣନାତ୍ମକ ଏକପ୍ରକାର ଆଜ୍ଞାପତ୍ର; ଯାହା ପଥର ଉପରେ ବା ତାମ୍ର ପଟ୍ଟ ଆଦିରେ ଖୋଦିତ ହେଉଥିଲା (ହି. ଶବ୍ଦସାଗର) — A description of the family and exploits of a king engraved on stone or metal plates under the king's orders
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ପ୍ରାଚୀନ ପୁସ୍ତକର ଆଦ୍ୟରେ ଓ ଅନ୍ତରେ ଲେଖାଥିବା ଗ୍ରନ୍ଥକାରର ନାମ ଓ ପରିଚୟ ଓ ରଚନା ବା ଲେଖାର କାଳ ଓ ପୁସ୍ତକ ଲିଖିତ ବିଷୟର ସଂକ୍ଷିପ୍ତ ସୂଚନା (ହି. ଶ) — A brief indication of the name and particulars of the author; the time of composition or writing and the content given at the beginning and end of old work
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ବର୍ଣ୍ଣନା — Description (Apte)
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — ଆଶୀର୍ବାଦ; ମଙ୍ଗଳାଭିବାଦନ — Benediction (Apte)
  • ସଂ. ବି—(ପ୍ର+ଶଂସ୍ ଧାତୁ+ଭାବ. ତି) — କୌଣସି ବ୍ୟକ୍ତିଙ୍କ ପ୍ରଶଂସାସୂଚକ କ୍ଷୁଦ୍ର କବିତା — A panegyric or small poem written in praise of any one (Apte)