ପ୍ରଶାନ୍ତ Praṡānta
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ଶମତାପ୍ରାପ୍ତ — Pacified; tranquilised
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ଅବ୍ୟାକୁଳ — Unruffled; serene
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ନିବୃତ୍ତ; କ୍ଷାନ୍ତ — Ceased
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ସମାପ୍ତ — Ended
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ମୁକ୍ତ — Relieved; liberated
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ଅଚଳ — Immovable
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ସ୍ଥିର; ଅଚଳ — Still; motionless (Apte)
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ବଶୀକୃତ — Tamed; subdued; quelled (Apte)
- ସଂ. ବି. (ପ୍ର+ଶମ୍ ଧାତୁ+କର୍ତ୍ତୃ. ତ) — ମୃତ — 0. Dead; deceased (Apte)
- ଦେ. ବି. — କୌଣସି ବ୍ୟକ୍ତିକୁ ଦିଆଯିବା ନାମ — The name given to a certain male person