ପ୍ରଳାପକ Praḻāpaka

  • ସଂ. ବିଣ. ପୁଂ.—(ପ୍ର+ଲପ୍ ଧାତୁ+କର୍ତ୍ତୃ. ଅକ) — ଯେ ବୃଥାରେ ଗୁଡ଼ାଏ ଗପ — Raving; babbling
  • ସଂ. ବି — ରୋଗୀ ପ୍ରଳାପ କରିବା ସନ୍ନିପାତ ରୋଗ ବିଶେଷ— (ହି. ଶ.) — A kind of collapse in which the patient becomes delirious