ପ୍ରଳେ Praḻe

  • ଗ୍ରା. (ପ୍ରାଚୀନ ପଦ୍ୟ). ବି—(ସଂ. ପ୍ରଳୟ) — ପ୍ରଳୟ; ବିନାଶ — Destruction; dissolution
  • ଗ୍ରା. (ପ୍ରାଚୀନ ପଦ୍ୟ). ବି—(ସଂ. ପ୍ରଳୟ) — ଏ ରୂପେ ତିନିରୂପ ଧରି ଉତ୍ପତ୍ତି ସ୍ଥିତି ପ୍ରଳେ କରି—ପ୍ରାଚୀ. ନିର୍ଗୁଣ ମାହାତ୍ମ୍ୟ।