ପ୍ରଳୟଙ୍କର Praḻayaṅkara

  • ସଂ. ବିଣ—(ପ୍ରଳୟ+କୃ ଧାତୁ+କର୍ତ୍ତୃ. ଅ; ଅନୁସ୍ୱାର ଆଗମ) — ପ୍ରଳୟକାରୀ; ବିଧ୍ୱଂସୀ; ସଂହାରକାରୀ; ସର୍ବନାଶସମୁତ୍ପାଦକ — 1. Destructive; annihilating; causing utter ruin