ପ୍ରଳମ୍ବିବା Praḻambibā

  • ଗ୍ରା. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ପ୍ରଣାମ) — ପ୍ରଣାମ କରିବା — To make obeisance
  • ଗ୍ରା. (ପ୍ରାଚୀନ ପଦ୍ୟ) କ୍ରି. (ସଂ. ପ୍ରଣାମ) — ଋଷିଙ୍କି ପ୍ରଳମ୍ବି କଲେ ତହିଁ ବିଶ୍ରାମ—ବିଶ୍ୱନାଥ, ବିଚିତ୍ରରାମାୟଣ।