ପ୍ରଦେଶ Pradeṡa

  • ସଂ. ବି. (ପ୍ର+ଦେଶ) — ଦେଶର ଏକାଂଶ; ଦେଶାଂଶ — Part of a country; province
  • ସଂ. ବି. (ପ୍ର+ଦେଶ) — [ଦ୍ର—ଦେଶର ଯେଉଁ ଏକ ବିସ୍ତୃତ ଅଂଶର ଭାଷା, ରୀତି— ନୀତି, ଶାସନପଦ୍ଧତି ଓ ଜଳବାୟୁ ଦେଶର ଅନ୍ୟ ଅଂଶମାନଙ୍କ ଅପେକ୍ଷା ଭିନ୍ନ ତାକୁ ପ୍ରଦେଶ ବୋଲାଯାଏ। ]
  • ସଂ. ବି. (ପ୍ର+ଦେଶ) — ଅଞ୍ଚଳ; ଜିଲ୍ଲା — Division of a country; district
  • ସଂ. ବି. (ପ୍ର+ଦେଶ) — ସ୍ଥାନ; ଦେଶ — Region; place; tract; spot
  • ସଂ. ବି. (ପ୍ର+ଦେଶ) — ଅଂଶ — Part
  • ସଂ. ବି. (ପ୍ର+ଦେଶ) — ବିସ୍ତାରିତ କରତଳର ବୁଢ଼ାଆଙ୍ଗୁଠିର ଅଗରୁ ବିଶିଆଙ୍ଗୁଠିର ଅଗ ପର୍ଯ୍ୟନ୍ତ ଦୂରତ୍ୱର ପରିମାଣ; ତର୍ଜନ୍ୟଙ୍ଗୁଷ୍ଠସମ୍ମିତ ଦୈର୍ଘ୍ୟ — A span measured from the tip of the thumb to that of the forefinger
  • ସଂ. ବି. (ପ୍ର+ଦେଶ) — ଭିତ୍ତି; କାନ୍ଥ — Wall
  • ସଂ. ବି. (ପ୍ର+ଦେଶ) — ଅଙ୍ଗ—(ହି. ଶ) — Limb
  • ସଂ. ବି. (ପ୍ର+ଦେଶ) — ନିଷ୍ପତ୍ତି — Decision (Apte)
  • ସଂ. ବି. (ପ୍ର+ଦେଶ) — (ବ୍ୟାକରଣ) ଉଦାହରଣ — An example (in grammar) (Apte)
  • ଦେ. ବି (ସଂ. ପରଦେଶ) — ପ୍ରବାସ — Sojourn
  • ଦେ. ବି (ସଂ. ପରଦେଶ) — ବିଦେଶ — Foreign country