ପ୍ରଦେଶନ Pradeṡana

  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଦାନ — Gift; donation
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଉପଢୌକନ; ଉପହାର; ଭେଟି — A present; offering
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଭେଟି ଦେବା — Presentation
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଉତ୍କୋଚ; ଘୁଷ୍ — Bribe
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଦେବୋଦ୍ଦେଶ୍ୟରେ ପ୍ରଦତ୍ତ ବଳି — A victim offered to a Deity
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଆଦେଶ — Command
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — ଉପାୟ — Means
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — (ପ୍ର+ଦିଶ୍ ଧାତୁ ଣିଚ+ଭାବ ଅନ) ଦେଖାଇ ଦେବା — Pointing out (Apte)
  • ସଂ. ବି (ପ୍ର+ଦିଶ୍ ଧାତୁ+ଭାବ. ଅନ) — (+କର୍ମ. ଅନ)—ପରାମର୍ଶ; ଉପଦେଶ — Advice; instruction (Apte)